ବାଦ ପଡିଛି ପାନୀୟଜଳ ଯୋଗାଣ ବ୍ୟବସ୍ଥା

ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩ ଦାନଗଦି ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ମାନପୁର ପୁରୁଣାସାହି ପାନୀୟଜଳ ଯୋଗାଣ ବ୍ୟବସ୍ଥା ବାଦ ପଡିଛି | ଫଟାପାଇପ,ଭଲଭ ଓ ଟ୍ୟାପ ଖରାପ କାରଣରୁ ପଞ୍ଚାୟତର ଅନେକ ଜାଗାକୁ ପାଣି ପହଞ୍ଚୁନଥିବା ଅଭିଯୋଗ ହୋଇଛି | ୨୦୧୯ରେ ବସିଧା ଯୋଜନାରେ ଗୋବର୍ଦ୍ଧନପୁର ପଞ୍ଚାୟତରେ ପାଇପ ବିଛାଯାଇଥିଲା | ଗୋବର୍ଦ୍ଧନପୁର,ଜେମାଦେଇପୁର,ଅଲେଖପୁର,ମନପୁର, ନୁଆସାହି ଓ ମାନପୁର ପୁରୁଣାସାହିକୁ ଏହି ଯୋଜନାରେ ସାମିଲ କରାଯାଇଥିଲା | ୪ବର୍ଷ ହେଲା ବସୁଧା ଯୋଜନା ପଞ୍ଚାୟତର କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ମନପୁର … Continue reading ବାଦ ପଡିଛି ପାନୀୟଜଳ ଯୋଗାଣ ବ୍ୟବସ୍ଥା